fbpx

Home

We Prepare Students For Future

ଓଡିଶାର #1 online ଶିକ୍ଷା ପ୍ରଦାନକାରୀ ସଂସ୍ଥା

We Prepare Students For Future

ଓଡିଶାର #1 online ଶିକ୍ଷା ପ୍ରଦାନକାରୀ ସଂସ୍ଥା

Experience The 21st Century Visual Learning

ପାରମ୍ପରିକ କଳାପଟା ଶିକ୍ଷା ପଦ୍ଧତ୍ତି ବିଦ୍ୟାର୍ଥୀର ଶିକ୍ଷା ଗ୍ରହଣ ପ୍ରଣାଳୀକୁ ନିଷ୍କ୍ରିୟ ଏବଂ ବିରକ୍ତିକର କରିଦିଏ । ଯାହା ଫଳରେ ସେ ଶିକ୍ଷା ପ୍ରତି ବିତୃଷ୍ଣା ମନୋଭାବ ପୋଷଣ କରେ । ତେଣୁ କରି ଆମେ ବିଦ୍ୟାର୍ଥୀକୁ ମୁଗ୍ଧ ତଥା ବ୍ୟବହାରିକ ଜ୍ଞାନ ପ୍ରଦାନ କଲା ଭଳି ପାଠ୍ୟକ୍ରମ ଭିଡିଓ ପ୍ରଦାନ କରୁଛୁ, ଯାହା ଫଳରେ ବିଦ୍ୟାର୍ଥୀ ଭାବି ପାରିବ, ଶିଖି ପାରିବ ଏବଂ କିଛି ନୂଆ କରି ପାରିବ ।

Why Chatshala?

Personalised Learning

ପ୍ରତ୍ୟେକ ବିଦ୍ୟାର୍ଥୀର ଶିଖିବାର ଶୈଳୀ ଭିନ୍ନ ହୋଇଥାଏ । କିନ୍ତୁ ଶ୍ରେଣୀ ଗୃହରେ ସମସ୍ତଙ୍କୁ ସମାନ ଭାବରେ ଶିକ୍ଷା ଦିଆଯାଏ । ବର୍ତ୍ତମାନ chatshala ମାଧ୍ୟମରେ ବିଦ୍ୟାର୍ଥୀ ନିଜ ଶୈଳୀରେ ଶିକ୍ଷା ଗ୍ରହଣ କରିପାରିବେ । ​

Quizzes & Questions

ଅଭ୍ୟାସ ହିଁ ବିଦ୍ୟାର୍ଥୀକୁ ପରିପୂର୍ଣ୍ଣ କରିଥାଏ । ଏହାକୁ ଧ୍ୟାନରେ ରଖି ଆମେ ବିଦ୍ୟାର୍ଥୀମାନଙ୍କ ପାଇଁ କୁଇଜ ଏବଂ ପ୍ରଶ୍ନ ପ୍ରସ୍ତୁତ କରିଅଛୁ। ଯାହା ଦ୍ଵାରା ସେ ନିଜର ଅଭ୍ୟାସକୁ ଜାରି ରଖି ପାରିବ ଏବଂ ପଢାରେ ସର୍ବଦା ଆଗରେ ରହିବ । ​

Digital Library

ଉତ୍ତମ ବିଦ୍ୟାର୍ଥୀ ସର୍ବଦା ନୂଆ ଶିଖିବାରେ ଆଗ୍ରହ ରଖନ୍ତି । ସେମାନଙ୍କର ଶିଖିବାର ସେହି ଆଗ୍ରହକୁ ସହଜ କରିବା ପାଇଁ ଆମେ ଏକ ଡିଜିଟାଲ ପାଠାଗାର ପ୍ରସ୍ତୁତ କରିଅଛୁ । ଯାହା ମାଧ୍ୟମରେ ସେମାନେ ନିଜର ଜ୍ଞାନର ପରିସୀମାକୁ ବିସ୍ତୃତ କରିପାରିବେ । ​

Why chatshala?

Personalised Learning

ପ୍ରତ୍ୟେକ ବିଦ୍ୟାର୍ଥୀର ଶିଖିବାର ଶୈଳୀ ଭିନ୍ନ ହୋଇଥାଏ । କିନ୍ତୁ ଶ୍ରେଣୀ ଗୃହରେ ସମସ୍ତଙ୍କୁ ସମାନ ଭାବରେ ଶିକ୍ଷା ଦିଆଯାଏ । ବର୍ତମାନ chatshala ମାଧ୍ୟମରେ ବିଦ୍ୟାର୍ଥୀ ନିଜ ଶୈଳୀରେ ଶିକ୍ଷା ଗ୍ରହଣ କରିପାରିବେ । ​​

Quizzes & Questions

ଅଭ୍ୟାସ ହିଁ ବିଦ୍ୟାର୍ଥୀକୁ ପରିପୂର୍ଣ୍ଣ କରିଥାଏ । ଏହାକୁ ଧ୍ୟାନରେ ରଖି ଆମେ
ବିଦ୍ୟାର୍ଥୀମାନଙ୍କ ପାଇଁ କୁଇଜ ଏବଂ ପ୍ରଶ୍ନ ପ୍ରସ୍ତୁତ କରିଅଛୁ। ଯାହା ଦ୍ଵାରା ସେ ନିଜର ଅଭ୍ୟାସକୁ ଜାରି ରଖି ପାରିବ ଏବଂ ପଢାରେ ସର୍ବଦା ଆଗରେ ରହିବ । ​

Digital Library

ଉତ୍ତମ ବିଦ୍ୟାର୍ଥୀ ସର୍ବଦା ନୂଆ ଶିଖିବାରେ ଆଗ୍ରହ ରଖନ୍ତି । ସେମାନଙ୍କର ଶିଖିବାର ସେହି ଆଗ୍ରହକୁ ସହଜ କରିବା ପାଇଁ ଆମେ ଏକ ଡିଜିଟାଲ ପାଠାଗାର ପ୍ରସ୍ତୁତ କରିଅଛୁ । ଯାହା ମାଧ୍ୟମରେ ସେମାନେ ନିଜର ଜ୍ଞାନର ପରିସୀମାକୁ ବିସ୍ତୃତ କରିପାରିବେ । ​

Experience The 21st Century Visual Learning

ପାରମ୍ପରିକ କଳାପଟା ଶିକ୍ଷା ପଦ୍ଧତ୍ତି ବିଦ୍ୟାର୍ଥୀର ଶିକ୍ଷା ଗ୍ରହଣ ପ୍ରଣାଳୀକୁ ନିଷ୍କ୍ରିୟ ଏବଂ ବିରକ୍ତିକର କରିଦିଏ । ଯାହା ଫଳରେ ସେ ଶିକ୍ଷା ପ୍ରତି ବିତୃଷ୍ଣା ମନୋଭାବ ପୋଷଣ କରେ । ତେଣୁ କରି ଆମେ ବିଦ୍ୟାର୍ଥୀକୁ ମୁଗ୍ଧ ତଥା ବ୍ୟବହାରିକ ଜ୍ଞାନ ପ୍ରଦାନ କଲା ଭଳି ପାଠ୍ୟକ୍ରମ ଭିଡିଓ ପ୍ରଦାନ କରୁଛୁ, ଯାହା ଫଳରେ ବିଦ୍ୟାର୍ଥୀ ଭାବି ପାରିବ, ଶିଖି ପାରିବ ଏବଂ କିଛି ନୂଆ କରି ପାରିବ ।

Contact Us

Berhampur Office: House No-23, Ashok Nagar 3rd Lane, Berhampur-760004, Ganjam, Odisha, India, [email protected] phone-801-802-7888

Theme Design © Chatshala inc.. All rights reserved.
X