fbpx
Sale!

ଅଷ୍ଟମ ଶ୍ରେଣୀ Advanced

3,500.00 490.00

Courses Included
SKU: 1008 Category:

Description

ଏହି କୋର୍ସଟି ଅଷ୍ଟମ ଶ୍ରେଣୀ ବିଦ୍ୟାର୍ଥୀମାନଙ୍କ ପାଇଁ ଉଦ୍ଧିଷ୍ଟ । ଯେଉଁ ବିଦ୍ୟାର୍ଥୀମାନେ ଅଷ୍ଟମ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଛନ୍ତି , ସେମାନେ ଏହି କୋର୍ସଟି ନେଇ ପାରିବେ । ଏହି କୋର୍ସରେ ତୁମେ ନିମ୍ନଲିଖିତ ବିଷୟଆଦି ପାଇପାରିବ ।

ବିଷୟ

1। ବିଜ୍ଞାନ

2। ସରଳ ଗଣିତ

ଏଥିରୁ କଣ କଣ ଜାଣିବାକୁ ପାଇବେ 

  1. 1। ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ସମ୍ବନ୍ଧୀୟ ବିଷୟ ଗୁଡିକୁ ଅତି ସହଜରେ ବୁଝିପାରିବେ ।
  2. 2। ବିଷୟ ଆଧାରିତ ସମସ୍ତ ପ୍ରଶ୍ନଗୁଡିକର ସମାଧାନ କରିବାରେ ସମର୍ଥ ହେବେ ।
  3. 3। ଜଟିଳ ବିଷୟଗୁଡିକୁ ମନେରଖିବାର କୌଶଳ ଶିଖିପାରିବେ ।
  4. 4। ବିଷୟ ଆଧାରିତ Quiz ଅଭ୍ୟାସ କରି ଆତ୍ମବିଶ୍ଵାସୀ ହୋଇପାରିବେ ।

ଏହି କୋର୍ସଟି ନେବା ପୂର୍ବରୁ …

  1.    1। ଯେହେତୁ ଏହି କୋର୍ସଟି ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି, ତେଣୁ ଏହି କୋର୍ସଟି ନେବା ପୂର୍ବରୁ ତୁମକୁ Fundamental ବିଷୟଆଦି ଜାଣିବା ଉଚିତ ।
  2.    2। ଯେଉଁ ବିଦ୍ୟାର୍ଥୀମାନେ Fundamental ବିଷୟଗୁଡିକ ଜାଣିନାହାନ୍ତି, ଏହି କୋର୍ସଟି ବୁଝିବାରେ ଅସୁବିଧାର ସମ୍ମୁଖୀନ ହେବେ, ତେଣୁ ଏହି କୋର୍ସ ସହିତ ଆମ ‘ଅଷ୍ଟମ ଶ୍ରେଣୀ Foundation’ କୋର୍ସଟି ନେବା ଗୁରୁତ୍ଵପୂର୍ଣ୍ଣ ଅଟେ ।

Reviews

There are no reviews yet.

Be the first to review “ଅଷ୍ଟମ ଶ୍ରେଣୀ Advanced”
Theme Design © Chatshala inc.. All rights reserved.
X