fbpx
Sale!

ଦଶମ ଶ୍ରେଣୀ Foundation

1,500.00 500.00

Courses Included
SKU: 1003 Category:

Description

ଏହି କୋର୍ସଟି ଦଶମ ଶ୍ରେଣୀରେ ପଢିବାକୁ ଯାଉଥିବା ବିଦ୍ୟାର୍ଥୀମାନଙ୍କୁ ଦୃଷ୍ଟିରେ ରଖି ତିଆରି କରାଯାଇଛି । ଏଥିରେ ଦଶମ ଶ୍ରେଣୀର  ନିମ୍ନଲିଖିତ ବିଷୟଆଦି ଅନ୍ତର୍ଗତ ୟୁନିଟଗୁଡିକୁ ବୁଝିବାପାଇଁ ସମସ୍ତ Fundamental ବିଷୟଆଦି ଆଲୋଚନା କରାଯାଇଛି । ଏହି କୋର୍ସ ନେବାଦ୍ଵାରା ତୁମ ଭିତରେ ଥିବା ସମସ୍ତ Fundamental ବିଷୟ ସଂଶୟମାନ ଦୂର ହୋଇପାରିବ।  ଯେଉଁ ବିଦ୍ୟାର୍ଥୀମାନେ ଦଶମ ପଢିବାକୁ ଯାଉଛନ୍ତି, ସେମାନେ ଏହି କୋର୍ସଟିକୁ ନେଇପାରିବେ ।

ବିଷୟ

1। ଭୌତିକ ବିଜ୍ଞାନ

2। ଜୀବ ବିଜ୍ଞାନ

3। ମାଧ୍ୟମିକ ବୀଜଗଣିତ

4। ମାଧ୍ୟମିକ ଜ୍ୟାମିତି

ଏଥିରୁ କଣ କଣ ଜାଣିବାକୁ ପାଇବେ

1। ଦଶମ ଶ୍ରେଣୀ ପାଠ୍ୟପୁସ୍ତକ ଅନ୍ତର୍ଗତ ବିଷୟଆଦିକୁ ବୁଝିବାପାଇଁ Fundamental ବିଷୟସବୁ ଜାଣିପାରିବେ ।

2। ବିଷୟ ଆଧାରିତ ସମସ୍ତ ପ୍ରଶ୍ନଗୁଡିକର ସମାଧାନ କରିବାରେ ସମର୍ଥ ହେବେ ।

3।  ବିଷୟ ଆଧାରିତ Quiz ଅଭ୍ୟାସ କରି ଆତ୍ମବିଶ୍ଵାସୀ ହୋଇପାରିବେ ।

ଏହି କୋର୍ସଟି ନେବା ପୂର୍ବରୁ …

ଯେହେତୁ ଏହି କୋର୍ସଟି Fundamental କୋର୍ସ ଅଟେ, ତେଣୁ ଏହି କୋର୍ସଟି ଯେଉଁ ବିଦ୍ୟାର୍ଥୀମାନେ ଦଶମ ଶ୍ରେଣୀ ପଢିବା ପାଇଁ ଯାଉଛନ୍ତି, ସେମାନେ ନେଇପାରିବେ ।

 

Reviews

There are no reviews yet.

Be the first to review “ଦଶମ ଶ୍ରେଣୀ Foundation”
Theme Design © Chatshala inc.. All rights reserved.
X