fbpx
Sale!

ନବମ ଶ୍ରେଣୀ Advanced

4,000.00 499.00

Courses Included

ଏହି କୋର୍ସଟି ନବମ ଶ୍ରେଣୀ ବିଦ୍ୟାର୍ଥୀମାନଙ୍କ ପାଇଁ ଉଦ୍ଧିଷ୍ଟ । ଯେଉଁ ବିଦ୍ୟାର୍ଥୀମାନେ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଛନ୍ତି , ସେମାନେ ଏହି କୋର୍ସଟି ନେଇ ପାରିବେ ।

SKU: 1004 Category:

Description

ଏହି କୋର୍ସଟି ନବମ ଶ୍ରେଣୀ ବିଦ୍ୟାର୍ଥୀମାନଙ୍କ ପାଇଁ ଉଦ୍ଧିଷ୍ଟ । ଯେଉଁ ବିଦ୍ୟାର୍ଥୀମାନେ ନବମ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଛନ୍ତି , ସେମାନେ ଏହି କୋର୍ସଟି ନେଇ ପାରିବେ । ଏହି କୋର୍ସରେ ତୁମେ ନିମ୍ନଲିଖିତ ବିଷୟଆଦି ପାଇପାରିବ ।

ବିଷୟ

1। ଭୌତିକ ବିଜ୍ଞାନ

2। ଜୀବ ବିଜ୍ଞାନ

3। ମାଧ୍ୟମିକ ବୀଜଗଣିତ

4। ମାଧ୍ୟମିକ ଜ୍ୟାମିତି

ଏଥିରୁ କଣ କଣ ଜାଣିବାକୁ ପାଇବେ 

  1. 1। ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ସମ୍ବନ୍ଧୀୟ ବିଷୟ ଗୁଡିକୁ ଅତି ସହଜରେ ବୁଝିପାରିବେ ।
  2. 2। ବିଷୟ ଆଧାରିତ ସମସ୍ତ ପ୍ରଶ୍ନଗୁଡିକର ସମାଧାନ କରିବାରେ ସମର୍ଥ ହେବେ ।
  3. 3। ଜଟିଳ ବିଷୟଗୁଡିକୁ ମନେରଖିବାର କୌଶଳ ଶିଖିପାରିବେ ।
  4. 4। ବିଷୟ ଆଧାରିତ Quiz ଅଭ୍ୟାସ କରି ଆତ୍ମବିଶ୍ଵାସୀ ହୋଇପାରିବେ ।

ଏହି କୋର୍ସଟି ନେବା ପୂର୍ବରୁ …

  1.    1। ଯେହେତୁ ଏହି କୋର୍ସଟି ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି, ତେଣୁ ଏହି କୋର୍ସଟି ନେବା ପୂର୍ବରୁ ତୁମକୁ Fundamental ବିଷୟଆଦି ଜାଣିବା ଉଚିତ ।
  2.    2। ଯେଉଁ ବିଦ୍ୟାର୍ଥୀମାନେ Fundamental ବିଷୟଗୁଡିକ ଜାଣିନାହାନ୍ତି, ଏହି କୋର୍ସଟି ବୁଝିବାରେ ଅସୁବିଧାର ସମ୍ମୁଖୀନ ହେବେ, ତେଣୁ ଏହି କୋର୍ସ ସହିତ ଆମ ‘ଦଶମ ଶ୍ରେଣୀ Foundation’ କୋର୍ସଟି ନେବା ଗୁରୁତ୍ଵପୂର୍ଣ୍ଣ ଅଟେ ।

 

Reviews

There are no reviews yet.

Be the first to review “ନବମ ଶ୍ରେଣୀ Advanced”
Theme Design © Chatshala inc.. All rights reserved.
X