Description
ଏହି କୋର୍ସଟି ନବମ ଶ୍ରେଣୀରେ ପଢିବାକୁ ଯାଉଥିବା ବିଦ୍ୟାର୍ଥୀମାନଙ୍କୁ ଦୃଷ୍ଟିରେ ରଖି ତିଆରି କରାଯାଇଛି । ଏଥିରେ ନବମ ଶ୍ରେଣୀର ନିମ୍ନଲିଖିତ ବିଷୟଆଦି ଅନ୍ତର୍ଗତ ୟୁନିଟଗୁଡିକୁ ବୁଝିବାପାଇଁ ସମସ୍ତ Fundamental ବିଷୟଆଦି ଆଲୋଚନା କରାଯାଇଛି । ଏହି କୋର୍ସ ନେବାଦ୍ଵାରା ତୁମ ଭିତରେ ଥିବା ସମସ୍ତ Fundamental ବିଷୟ ସଂଶୟମାନ ଦୂର ହୋଇପାରିବ। ଯେଉଁ ବିଦ୍ୟାର୍ଥୀମାନେ ନବମ ପଢିବାକୁ ଯାଉଛନ୍ତି, ସେମାନେ ଏହି କୋର୍ସଟିକୁ ନେଇପାରିବେ ।
ବିଷୟ
1। ଭୌତିକ ବିଜ୍ଞାନ
2। ଜୀବ ବିଜ୍ଞାନ
3। ମାଧ୍ୟମିକ ବୀଜଗଣିତ
4। ମାଧ୍ୟମିକ ଜ୍ୟାମିତି
ଏଥିରୁ କଣ କଣ ଜାଣିବାକୁ ପାଇବେ
1। ନବମ ଶ୍ରେଣୀ ପାଠ୍ୟପୁସ୍ତକ ଅନ୍ତର୍ଗତ ବିଷୟଆଦିକୁ ବୁଝିବାପାଇଁ Fundamental ବିଷୟସବୁ ଜାଣିପାରିବେ ।
2। ବିଷୟ ଆଧାରିତ ସମସ୍ତ ପ୍ରଶ୍ନଗୁଡିକର ସମାଧାନ କରିବାରେ ସମର୍ଥ ହେବେ ।
3। ବିଷୟ ଆଧାରିତ Quiz ଅଭ୍ୟାସ କରି ଆତ୍ମବିଶ୍ଵାସୀ ହୋଇପାରିବେ ।
ଏହି କୋର୍ସଟି ନେବା ପୂର୍ବରୁ …
ଯେହେତୁ ଏହି କୋର୍ସଟି Fundamental କୋର୍ସ ଅଟେ, ତେଣୁ ଏହି କୋର୍ସଟି ଯେଉଁ ବିଦ୍ୟାର୍ଥୀମାନେ ନବମ ଶ୍ରେଣୀ ପଢିବା ପାଇଁ ଯାଉଛନ୍ତି, ସେମାନେ ନେଇପାରିବେ ।
Reviews
There are no reviews yet.